ପଞ୍ଚବକ୍ତ୍ର Pan̄cha baktra

  • ସଂ. ବି. ପୁଂ (ବହୁବ୍ରୀହି; ପଞ୍ଚ+ବକ୍ତ୍ର) — ପଞ୍ଚାନନ; ମହାଦେବ — Mahādeba
  • ସଂ. ବି. ପୁଂ (ବହୁବ୍ରୀହି; ପଞ୍ଚ+ବକ୍ତ୍ର) — ପଞ୍ଚମୁଖି ରୁଦ୍ରାକ୍ଷ — A rudrāksha with 5 heads
  • ସଂ. ବିଣ. — ପଞ୍ଚମୁଖବିଶିଷ୍ଟ — Having five faces