ପଞ୍ଚଭୂତ Pan̄chabḥūta

  • ସଂ. ବି. (ପଞ୍ଚ+ଭୂତ) — ସୃଷ୍ଟିର 5 ଗୋଟି ମୌଳିକ ଉପାଦାନ (ତଥା—କ୍ଷିତି, ଅପ, ତେଜଃ, ମରୁତ୍ ଓ ବ୍ୟୋମ) — ସୃଷ୍ଟିର5ଗୋଟି ମୌଳିକ ଉପାଦାନ (ତଥା—କ୍ଷିତି, ଅପ, ତେଜଃ, ମରୁତ୍ ଓ ବ୍ୟୋମ)—The 5 primary elements of matter in the creation (e.g. earth, water, light, air and ether)