ପଞ୍ଚମ ଅବସ୍ଥା Pan̄chama abasthā

  • ଦେ. — ଶେଷାବସ୍ଥା; ମୃତ୍ୟୁ — Death
  • ଦେ. — ପତିର ଦେଖି କରି ପଞ୍ଚମ ଅବସ୍ଥା, ହୃଦୟରେ ଘେନିଲେ ମହାଶୋକ ବ୍ଯଥା । କୃଷ୍ଣସିଂହ, ମହାଭାରତ. ବନ ।