ପଞ୍ଚପକ୍ଷୀ Pan̄chapakshī

  • ସଂ. ବି. (ପଞ୍ଚ= 5 +ପକ୍ଷିନ୍; 5 ଗୋଟି ପକ୍ଷୀ ଅଭିଧେୟ ଗଣିତ ଯହିଁରେ ଅଛି) — ଶୁଭାଶୁଭ ପ୍ରଶ୍ନସମାଧାୟକ ଶକୁନ ଗ୍ରନ୍ଥବିଶେଷ — Name of a treatise or augury or divination
  • ସଂ. ବି. (ପଞ୍ଚ= 5 +ପକ୍ଷିନ୍; 5 ଗୋଟି ପକ୍ଷୀ ଅଭିଧେୟ ଗଣିତ ଯହିଁରେ ଅଛି) — [ଦ୍ର—ଅ, ଇ, ଉ, ଏ, ଓ ଏହି 5 ଟି ବର୍ଣ୍ଣ ଯଥାକ୍ରମେ ଶ୍ୱେନ, ପେଚକ, ବାୟସ, କୁକ୍କୁଟ ଓ ମୟୂରରୂପେ କଳ୍ପନା କରାଯାଇ ଏହି ପଞ୍ଚସ୍ୱର ସାହାଯ୍ୟରେ ବର୍ଣ୍ଣ, ଗ୍ରହ, ନକ୍ଷତ୍ର, ବାର, ତିଥି ଦେବତା ଆଦି ପ୍ରାପ୍ତ ହୋଇ ବିବିଧ ପ୍ରଶ୍ନସମାଧାନର ଉପାୟ ଏ ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି। ଇଂରାଜିର ଆଗରୀ — [ଦ୍ର—ଅ, ଇ, ଉ, ଏ, ଓ ଏହି5ଟି ବର୍ଣ୍ଣ ଯଥାକ୍ରମେ ଶ୍ୱେନ, ପେଚକ, ବାୟସ, କୁକ୍କୁଟ ଓ ମୟୂରରୂପେ କଳ୍ପନା କରାଯାଇ ଏହି ପଞ୍ଚସ୍ୱର ସାହାଯ୍ୟରେ ବର୍ଣ୍ଣ, ଗ୍ରହ, ନକ୍ଷତ୍ର, ବାର, ତିଥି ଦେବତା ଆଦି ପ୍ରାପ୍ତ ହୋଇ ବିବିଧ ପ୍ରଶ୍ନସମାଧାନର ଉପାୟ ଏ ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି ଇଂରାଜିର ଆଗରୀ(augury)ଶକୁନ ଶାସ୍ତ୍ରର ବ୍ୟୁତ୍ପତ୍ତି ପକ୍ଷୀମାନଙ୍କ ଗତିବିଧିରୁ ହୋଇଥିବା ବିଷୟ ଏ ସମ୍ବନ୍ଧେ ତୁଳନୀୟ]