ପଞ୍ଚ ନଦ Pan̄cha nada
- ସଂ. ବି. (ପଞ୍ଚ+ନଦ=ନଦୀ) — ଶତଦ୍ରୁ (ବା ସତଲଜ୍) ବିପାଶା (ବା ବ୍ୟାସ ବା ସିନ୍ଧୁ), ଇରାବତୀ (ବା ରାବୀ), ଚନ୍ଦ୍ରଭାଗା (ବା ଚେନାବ) ଓ ବିତସ୍ତା (ବା ଝେଲମ୍) ନାମକ 5 ଗୋଟି ନଈ ସିନ୍ଧୁନଦ ଓ ତାହାର 4 ଟି ଶାଖା — ଶତଦ୍ରୁ (ବା ସତଲଜ୍) ବିପାଶା (ବା ବ୍ୟାସ ବା ସିନ୍ଧୁ), ଇରାବତୀ (ବା ରାବୀ), ଚନ୍ଦ୍ରଭାଗା (ବା ଚେନାବ) ଓ ବିତସ୍ତା (ବା ଝେଲମ୍) ନାମକ5ଗୋଟି ନଈ ସିନ୍ଧୁନଦ ଓ ତାହାର4ଟି ଶାଖା— The five rivers-The Sutlej, the Indus or the Westernmost branch, the Rabi, the Chenab and the Jhelum
- ସଂ. ବି. (ପଞ୍ଚ+ନଦ=ନଦୀ) — ପଞ୍ଚନଦୀ—ମିଳନ-ଦେଶ; ଯେଉଁ ଦେଶରେ 5 ଗୋଟି ନଦୀ ମିଳିତ ହୋଇଅଛନ୍ତି — ପଞ୍ଚନଦୀ—ମିଳନ-ଦେଶ; ଯେଉଁ ଦେଶରେ5ଗୋଟି ନଦୀ ମିଳିତ ହୋଇଅଛନ୍ତି—. A country of 5 rivers
- ସଂ. ବି. (ପଞ୍ଚ+ନଦ=ନଦୀ) — ପଞ୍ଜାବ ପ୍ରଦେଶ — The province of Punjab
- ସଂ. ବି. (ପଞ୍ଚ+ନଦ=ନଦୀ) — ହିନ୍ଦୁମାନଙ୍କର ତୀର୍ଥବିଶେଷ — A sacred place for the Hindus
- ସଂ. ବି. (ପଞ୍ଚ+ନଦ=ନଦୀ) — ପଞ୍ଚନଦେ ଗଲେଟି ପଞ୍ଚଯାଗ ଫଳ। କୃଷ୍ଣସିଂହ, ମହାଭାରତ, ବନ।
- ସଂ. ବି. (ପଞ୍ଚ+ନଦ=ନଦୀ) — ପଞ୍ଚଗଙ୍ଗା; କାଶୀର ଅନ୍ତର୍ଗତ ତୀର୍ଥବିଶେଷ — Name of a sacred place in Benares