ପଞ୍ଚ ନିରାଜନ Pan̄cha nirājana
- ସଂ. ବି. (ପଞ୍ଚ+ନିରାଜନ=ଆରତି) — ପ୍ରଦୀପ, ପଦ୍ମ, ବସ୍ତ୍ର, ତାମ୍ର ବା ତାମ୍ବୁଳପତ୍ର ଏହି ଚତୁର୍ବିଧ ଦ୍ରବ୍ୟ ଓ ସାଷ୍ଟାଙ୍ଗ ପ୍ରଣିପାତଦ୍ୱାରା ଦେବତାଙ୍କର ଆରତି — The worship of a deity with a lamp, lotus, cloth and betel leaf and with recumbent posture