ପଞ୍ଚ ତୀର୍ଥ Pan̄chatīrtha
- ସଂ. ବି. (ପଞ୍ଚ+ତୀର୍ଥ=ପୁଣ୍ୟସ୍ଥାନ) — ବାରାହପୁରାଣ ମତରେ 5 ଗୋଟି ପୁଣ୍ୟ ସ୍ଥାନ (ଯଥା—ବିଶ୍ରାନ୍ତ, ଶୌକର, ନୈମିଷ, ପ୍ରୟାଗ ଓ ପୁଷ୍କର — ବାରାହପୁରାଣ ମତରେ5ଗୋଟି ପୁଣ୍ୟ ସ୍ଥାନ (ଯଥା—ବିଶ୍ରାନ୍ତ, ଶୌକର, ନୈମିଷ, ପ୍ରୟାଗ ଓ ପୁଷ୍କର—. The five sacred places mentioned in the Barāha purāṇa
- ସଂ. ବି. (ପଞ୍ଚ+ତୀର୍ଥ=ପୁଣ୍ୟସ୍ଥାନ) — କାଶୀସ୍ଥ 5 ଗୋଟି ଶିବାଧିଷ୍ଠିତ ପୁଣ୍ୟସ୍ଥାନ (ଯଥା—ଜ୍ଞାନବାପୀ, ନନ୍ଦିକେଶ୍ୱର, ତାରକେଶ୍ୱର, ମହାକାଳେଶ୍ୱର ଓ ଦଣ୍ଡପାଣି — କାଶୀସ୍ଥ5ଗୋଟି ଶିବାଧିଷ୍ଠିତ ପୁଣ୍ୟସ୍ଥାନ (ଯଥା—ଜ୍ଞାନବାପୀ, ନନ୍ଦିକେଶ୍ୱର, ତାରକେଶ୍ୱର, ମହାକାଳେଶ୍ୱର ଓ ଦଣ୍ଡପାଣି— . The five sacred places in Benares,
- ସଂ. ବି. (ପଞ୍ଚ+ତୀର୍ଥ=ପୁଣ୍ୟସ୍ଥାନ) — ପୁରୀକ୍ଷେତ୍ରସ୍ଥ 5 ଗୋଟି ପୁଣ୍ୟସ୍ଥାନ (ଯଥା—ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ) — ପୁରୀକ୍ଷେତ୍ରସ୍ଥ5ଗୋଟି ପୁଣ୍ୟସ୍ଥାନ (ଯଥା—ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ)— . The five sacred places in Puri
- ସଂ. ବି. (ପଞ୍ଚ+ତୀର୍ଥ=ପୁଣ୍ୟସ୍ଥାନ) — [ଦ୍ର - ଏଥିର ବଚନ—ମାର୍କଣ୍ଡେୟା ବଟାକୃଷ୍ଣ ରୋହିଣୀ ଚ ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ସରଃସ୍ନାୟୀ ପୁନର୍ଜନ୍ମ ନ ଲଭ୍ୟତେ।]