ପଞ୍ଚ ପର୍ବ Pan̄cha parba

  • ସଂ. ବି — ମାସମଧ୍ୟସ୍ଥ 5 ଗୋଟି ବିଶିଷ୍ଟ ତିଥି (ଯଥା—ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି) — ମାସମଧ୍ୟସ୍ଥ5ଗୋଟି ବିଶିଷ୍ଟ ତିଥି (ଯଥା—ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି)— Five special ceremonial days of the month