ପଞ୍ଚ ତରୁ Pan̄cha taru
- ସଂ. ବି. (ଦ୍ୱିଗୁ) — ସ୍ୱର୍ଗରେ ଥିବା 5 ଟି ବୃକ୍ଷ (ଯଥା—ମନ୍ଦାର, ପାରିଜାତ, ସନ୍ତାନ, କଳ୍ପବୃକ୍ଷ ଓ ହରିଚନ୍ଦନ) — ସ୍ୱର୍ଗରେ ଥିବା5ଟି ବୃକ୍ଷ (ଯଥା—ମନ୍ଦାର, ପାରିଜାତ, ସନ୍ତାନ, କଳ୍ପବୃକ୍ଷ ଓ ହରିଚନ୍ଦନ)— Five heavenly trees said to thrive in the heavenly garden of Indra