ପଛାଇବା Pachhāibā

  • (ସଂ. ପଶ୍ଚାତ୍) — ପିଛେଇବା; ପଛଆଡ଼କୁ ଘୁଞ୍ଚିବା; ପଛକୁ ହଟିବା — To back up; to move backward
  • (ସଂ. ପଶ୍ଚାତ୍) — ପଶ୍ଚାତ୍ପଦ ହେବା — To shrink from a work
  • (ସଂ. ପଶ୍ଚାତ୍) — ଅନ୍ୟମାନଙ୍କ ପଛରେ ଆସିବା — To be late; to be behindhand
  • (ସଂ. ପଶ୍ଚାତ୍) — ଅନ୍ୟ ସଙ୍ଗୀମାନଙ୍କ ସଙ୍ଗେ ଚାଲି ନ ପାରି ସେମାନଙ୍କ ପଛରେ ରହିବା — To lag behind
  • (ସଂ. ପଶ୍ଚାତ୍) — ନିୟମିତ ଋତୁରେ ନ ହୋଇ ବହୁ ବିଳମ୍ବରେ ହେବା — To be late in the season than ordinary
  • (ସଂ. ପଶ୍ଚାତ୍) — (ଯଥା—ଏ ବର୍ଷ ଚଇତ୍ର ମାସରେ ବର୍ଷା ନ ହେବାରୁ ଧାନ— ବୁଣା ଖୁବ୍ ପଛେଇଲା।)