ପଛିଆଣି ପାଣି Pachhiāṇi pāṇi

  • ଦେ. ବି — ନଈବଢ଼ିର ଯେଉଁ ପାଣି ବନ୍ଧବାଟେ ବୁଲି ଆସିବାରୁ ସ୍ରୋତର ବିପରୀତ ଦିଗ ଦେଇ ଗ୍ରାମ ବା କ୍ଷେତ୍ର ମଧ୍ୟକୁ ଆସେ — Back water of a flood