ପଛି Pachhi

  • ଦେ. (ପ୍ରାଚୀନ ପଦ୍ୟ) ବି. (ତୁଳ. ହି. ପଚ୍ଛୀ; ପଚ୍ଛୀ) — ପକ୍ଷୀ — Bird
  • ଦେ. (ପ୍ରାଚୀନ ପଦ୍ୟ) ବି. (ତୁଳ. ହି. ପଚ୍ଛୀ; ପଚ୍ଛୀ) — ଯେସନେ ଚକୋୟା ପଛି କାରୁଣ କରଇ ନିଶି ତେସନ ମୋ ଅଭ୍ୟର୍ଥନା ବିଟପୋଦରେ। ପ୍ରାଚୀ. ରସବାରିଧି।