ପଛରେ ଲଗାଇବା Pachhare lagāibā
- ଦେ. କ୍ରି — କୌଣସି ବ୍ୟକ୍ତିର ଗତିବିଧି ପ୍ରତି ଦୃଷ୍ଟି ରଖିବା ପାଇଁ ଅନ୍ୟ ବ୍ୟକ୍ତିକୁ ନିଯୁକ୍ତ କରିବା — To employ a person to watch the movements of another
- ଦେ. କ୍ରି — କୁକୁର ଆଦିକୁ ଶିକାର ପଛରେ ଦଉଡ଼ାଇବା — To set a dog on a prey
- ଦେ. କ୍ରି — ଅମୁକ କାର୍ଯ୍ୟ ବା ବ୍ୟକ୍ତି ପାଇଁ ଧନ ବ୍ୟୟ କରିବା — To spend money for a certain thing or person