ପଇକାରି Paikāri

  • ବୈଦେ. ବି. (ଫା. ପୈକାରୀ) — କୋଚା ବିକ୍ରି; ପଣ୍ୟ ଦ୍ରବ୍ୟର ଅଳ୍ପ ଅଳ୍ପ ପରିମାଣରେ ବିକ୍ରୟ — Retail sale or trade
  • ବୈଦେ. ବି. (ଫା. ପୈକାରୀ) — ଯେଉଁ ପ୍ରଜା ଅନ୍ୟର ଜମିକୁ ଭାଗରେ ଚାଷ କରେ — A royat holding another person's land on half of the produce rent