ପଇଆ ମାରିବା Paiā māriba

  • ଦେ. କ୍ରି. — ଶଗଡ଼ର ଚକ ପଙ୍କରେ ଲାଖି ଗଲେ ଓ ବଳଦ ଥକି ଗଲେ ଶଗଡ଼କୁ ଚଳାଇବା ନିମନ୍ତେ ଚକର ପରିଧିକୁ ହାତଦ୍ୱାରା ଠେଲିବା — To push on a cart by applying the hands to the wheel