ପଇଖାନା Paikhānā

  • ବୈଦେ. ବି. (ଫା. ପାଖାନା; ପାୟଖାନା) — ପାଇଖାନା; ମଳ ତ୍ୟାଗର ସ୍ଥାନ — Latrine; privy
  • ବୈଦେ. ବି. (ଫା. ପାଖାନା; ପାୟଖାନା) — ଝାଡ଼ା ଫେରିବା — Passing of stools
  • ବୈଦେ. ବି. (ଫା. ପାଖାନା; ପାୟଖାନା) — (ଯଥା—ପଇଖାନାକୁ ଯିବା।)
  • ବୈଦେ. ବି. (ଫା. ପାଖାନା; ପାୟଖାନା) — ମଳ; ବିଷ୍ଠା — Ordure; stools
  • ବୈଦେ. ବି. (ଫା. ପାଖାନା; ପାୟଖାନା) — (ଯଥା—ପଇଖାନା ଫେରିବା।)