ପଇ Pai

  • ଦେ. ବି. (ସଂ. ପ୍ରଧି) — ପହି; ଶଗଡ଼ଚକର ପରିଧିକୁ ଘେରି— ଥିବା ଲୌହମୟ ବଳୟ — The iron-ring surrounding the rim of a cart
  • ଦେ. ବି. (ସଂ. ପ୍ରଧି) — ଶଗଡ଼ ଚକର ପରିଧିରେ ଯୋଡ଼ା ହୋଇଥିବା କାଠ ଖଣ୍ଡମାନ; ନେମି — The wooden arcs forming the circumference of a wheel
  • ଦେ. ବି. (ସଂ. ପ୍ରଧି) — ଶଗଡ଼ ଚକଦ୍ୱାରା ଭୂମିରେ ଅଙ୍କିତ ରେଖା — The track or mark left by the wheels of a cart; cart-track
  • ଦେ. ବି. (ସଂ. ପ୍ରଧି) — (ସଂ. ପରିଧି) କ୍ଷେତର ଚାରି ପାଖେ ଦିଆଯିବା ମାଟିର ଉଚ୍ଚ ହିଡ଼ — A high wall of earth raised round a field with crops in it