ପଇକାର୍ Paikār

  • ବୈଦେ. ବି. (ଫା. ପୈକାର୍) — କୋଚା ବିକ୍ରି କରିବା ବେପାରୀ; ଯେଉଁ ବେପାରୀ ବଡ଼ ମହାଜନ ଠାରୁ ସଉଦା ଆଣି ଗ୍ରାହକମାନଙ୍କୁ ଅଳ୍ପ ଅଳ୍ପ ପରିମାଣରେ ବିକ୍ରି କରେ — 1. Retail trader; a hawker trading in retail
  • ବୈଦେ. ବି. (ଫା. ପୈକାର୍) — ଅଳ୍ପ ମୂଳ ଧନ ବାଲା ବେପାରୀ — A petty trader
  • ଦେ. ବିଣ — କୋଚା ବିକ୍ରି ସମ୍ବନ୍ଧୀୟ — Relating to retail- sale or trade