ନ୍ୟୁବ୍ଜ Nyubja
- ସଂ. ବିଣ (ନି=ନୁହେଁ+ଉବ୍ଜ ଧାତୁ=ସରଳ ହେବା+କର୍ତ୍ତୃ. ଅ) — ବଙ୍କା; ବକ୍ର — Crooked; bent
- ସଂ. ବିଣ (ନି=ନୁହେଁ+ଉବ୍ଜ ଧାତୁ=ସରଳ ହେବା+କର୍ତ୍ତୃ. ଅ) — ଉପରଆଡ଼କୁ ବାଙ୍କିଥିବା ବା ଗୋଲ ହୋଇଥିବା — Bent upwards; convex
- ସଂ. ବିଣ (ନି=ନୁହେଁ+ଉବ୍ଜ ଧାତୁ=ସରଳ ହେବା+କର୍ତ୍ତୃ. ଅ) — ଅଧୋମୁଖ — Stooping; looking downwards
- ସଂ. ବିଣ (ନି=ନୁହେଁ+ଉବ୍ଜ ଧାତୁ=ସରଳ ହେବା+କର୍ତ୍ତୃ. ଅ) — ବକ୍ରୀକୃତ — Warped
- ସଂ. ବିଣ (ନି=ନୁହେଁ+ଉବ୍ଜ ଧାତୁ=ସରଳ ହେବା+କର୍ତ୍ତୃ. ଅ) — ଓଲଟି ପଡ଼ିଥିବା — Reversed
- ସଂ. ବିଣ (ନି=ନୁହେଁ+ଉବ୍ଜ ଧାତୁ=ସରଳ ହେବା+କର୍ତ୍ତୃ. ଅ) — କୁଜା — Hump-backed; crook-backed
- ସଂ. ବି. — ଚଟୁ; ଅଣକ — A ladle
- ସଂ. ବି. — ଗୋଲକାର ପଦାର୍ଥର ପିଠିବାଗ — The convex surface of a round thing
- ସଂ. ବି. — କରମଙ୍ଗା (ଫଳ) (ଦେଖ) — Karamaṅgā (fruit) (See)
- ସଂ. ବି. — କୁଶ — A kind of sacrificial grass; Poa Cynosuroides
- ସଂ. ବି. — ମାଳା (ହି. ଶ) — Rosary of beads