ନ୍ୟାସ ଧାରଣ Nyāsa dhāraṇa

  • ସଂ. ବି. ( 6 ଷ୍ଠୀ ତତ୍; ନ୍ୟାସ+ଧରଣ) — ଗଚ୍ଛିତ ବସ୍ତୁର ସଂରକ୍ଷଣ — Holding in trust
  • ସଂ. ବି. ( 6 ଷ୍ଠୀ ତତ୍; ନ୍ୟାସ+ଧରଣ) — କୌଣସି ବସ୍ତୁକୁ ନ୍ୟାସରୂପେ ରଖିବା — Safe custody of a deposit; keeping in trust