ନ୍ୟୂନକଳ୍ପେ Nyūnakaḻpe

  • ଦେ. କ୍ରି. ବିଣ — ନିତାନ୍ତ ପକ୍ଷରେ; ଅତି କମରେ — At the least computation
  • ଦେ. କ୍ରି. ବିଣ — ଅତି କ୍ଷୁଦ୍ରଭାବରେ — On a small scale