ନ୍ୟୂନ Nyūna

  • ସଂ. ବିଣ. (ନି+ ଉନ୍ ଧାତୁ= କମ୍ ହେବା+କର୍ତ୍ତୃ. ଅ) — ଜଘନ୍ୟ — 2. Vile; detestable
  • ସଂ. ବିଣ. (ନି+ ଉନ୍ ଧାତୁ= କମ୍ ହେବା+କର୍ତ୍ତୃ. ଅ) — ହୀନ; ନୀଚ — Low; mean
  • ସଂ. ବିଣ. (ନି+ ଉନ୍ ଧାତୁ= କମ୍ ହେବା+କର୍ତ୍ତୃ. ଅ) — ଅଳ୍ପ; କ୍ଷୁଦ୍ର — Small; little
  • ସଂ. ବିଣ. (ନି+ ଉନ୍ ଧାତୁ= କମ୍ ହେବା+କର୍ତ୍ତୃ. ଅ) — ଅଭାବଯୁକ୍ତ — Deficient
  • ସଂ. ବିଣ. (ନି+ ଉନ୍ ଧାତୁ= କମ୍ ହେବା+କର୍ତ୍ତୃ. ଅ) — ଅତୁଳାନ; କମତି — Wanting; deficient
  • ସଂ. ବିଣ. (ନି+ ଉନ୍ ଧାତୁ= କମ୍ ହେବା+କର୍ତ୍ତୃ. ଅ) — ଅଳ୍ପତର — Less