ନ୍ୟାସିକ Nyāsika

  • ସଂ. ବି. ପୁଂ. (ନ୍ୟାସ+ କ; ଇ ଆଗମ) — ଗଚ୍ଛିତ ବସ୍ତୁ ବା ଧନର ରକ୍ଷକ — Trustee
  • ସଂ. ବି. ପୁଂ. (ନ୍ୟାସ+ କ; ଇ ଆଗମ) — ବନ୍ଧକଗ୍ରହୀତା — Mortgagee
  • ସଂ. ବି. ପୁଂ. (ନ୍ୟାସ+ କ; ଇ ଆଗମ) — ସନ୍ନ୍ୟାସୀ — A person who has renounced the world
  • ସଂ. ବି. ପୁଂ. (ନ୍ୟାସ+ କ; ଇ ଆଗମ) — ନ୍ୟାସକାରା — A person who entrusts a thing with another
  • ସଂ. ବିଣ. — ଯାହା ନିକଟରେ ଗଚ୍ଛିତ ବସ୍ତୁ ରଖାଯାଏ — Entrusted with a trust property