ନ୍ୟଞ୍ଚ୍ Nyan̄ch

  • ସଂ. ବିଣ (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍) — ନୀଚ — Vile; mean
  • ସଂ. ବିଣ (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍) — କ୍ଷୁଦ୍ର — Little
  • ସଂ. ବିଣ (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍) — ନିମ୍ନ — Low
  • ସଂ. ବିଣ (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍) — (+କର୍ମ. କ୍ୱିପ୍)—ହେୟ — Contemptible
  • ସଂ. ବିଣ (ନି+ଅନ୍ଚ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଖର୍ବ — Dwarfish; short