ନ୍ୟସ୍ତ Nyasta

  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ନିହିତ; ସ୍ଥାପିତ — Placed; set down
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ପ୍ରେରିତ — Sent
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ନିକ୍ଷିପ୍ତ — Thrown
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ନ୍ୟାସରୂପେ ରକ୍ଷିତ — Placed in trust
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ସମର୍ପିତ — Deposited
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ବିନ୍ୟସ୍ତ; ସଜ୍ଜିତ — Arranged; arrayed
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ତ୍ୟକ୍ତ — Abandoned; relinquished
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ହସ୍ତାନ୍ତରିତ — Assigned; transferred
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ରଚିତ — Composed
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ବିସ୍ତାରିତ — Expanded; spread
  • ସଂ. ବିଣ. (ନି+ଅସ୍ ଧାତୁ+କର୍ମ. ତ) — ବନ୍ଧକ ରଖାଯାଇଥିବା — Pledged; pawned