ନ୍ୟସନ Nyasana

  • ସଂ. ବିଣ. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅନ) — ଦାନ — Giving
  • ସଂ. ବିଣ. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅନ) — ଅର୍ପଣ — Depositing
  • ସଂ. ବିଣ. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅନ) — ତ୍ୟାଗ — Abandonment; relinquishment
  • ସଂ. ବିଣ. (ନି+ଅସ୍ ଧାତୁ=କ୍ଷେପଣ କରିବା+ଭାବ. ଅନ) — ରଖିବା; ସ୍ଥାପନ — Placing; Putting