ନ୍ୟଙ୍କୁ Nyaṅku
- ସଂ. ବି (ନି= ନିୟତ+ଅନ୍ଚ୍ ଧାତୁ=ଗମନକରିବା+କର୍ତ୍ତୃ ଉ) ବହୁଶୃଙ୍ଗ ମୃଗବିଶେଷ; ଶାଖାପ୍ରଶାଖା ବିଶିଷ୍ଟ ଶୃଙ୍ଗଯୁକ୍ତ ମୃଗ — A sort of antelope; a deer with branching antlers
- ସଂ. ବି (ନି= ନିୟତ+ଅନ୍ଚ୍ ଧାତୁ=ଗମନକରିବା+କର୍ତ୍ତୃ ଉ) ଖୁରାଣ୍ଟି; ଅତିକ୍ଷୁଦ୍ର ଚିତ୍ରଦେହ ମୃଗବିଶେଷ — A very small variety of deer; Oragulus Meminna
- ସଂ. ବି (ନି= ନିୟତ+ଅନ୍ଚ୍ ଧାତୁ=ଗମନକରିବା+କର୍ତ୍ତୃ ଉ) [ଦ୍ର—ଏହା ପ୍ରାୟ 8 ଆଙ୍ଗୁଳ ଉଚ୍ଚ ହୁଏ। ଏହାର ଗୋଡ଼ ଅତି ସରୁ; ପଛଆଡ଼ ଉଚ୍ଚା; ଗଳାର ଲୋମ ଦେହ ଲୋମ ଅପେକ୍ଷା ବଡ଼। ଏହା ଶୃଙ୍ଗହୀନ।] — [ଦ୍ର—ଏହା ପ୍ରାୟ8ଆଙ୍ଗୁଳ ଉଚ୍ଚ ହୁଏ ଏହାର ଗୋଡ଼ ଅତି ସରୁ; ପଛଆଡ଼ ଉଚ୍ଚା; ଗଳାର ଲୋମ ଦେହ ଲୋମ ଅପେକ୍ଷା ବଡ଼ ଏହା ଶୃଙ୍ଗହୀନ]
- ସଂ. ବି (ନି= ନିୟତ+ଅନ୍ଚ୍ ଧାତୁ=ଗମନକରିବା+କର୍ତ୍ତୃ ଉ) ମୁନିବିଶେଷ — The name of a sage
- ସଂ. ବିଣ — ନିତାନ୍ତ ଗମନଶୀଳ — Moving swiftly