ନ୍ୟଗ୍ରୋଧ ପରିମଣ୍ଡଳ Nyagrodha parimaṇḍaḻa

  • ସଂ. ବି. ପୁଂ (ବହୁବ୍ରୀହି; ନ୍ୟଗ୍ରୋଧ+ପରିମଣ୍ଡଳ) — ସୁନ୍ଦର ବପୁଷ୍ମାନ୍ ପୁରୁଷ; 4 ହାତ ଉଚ୍ଚ ପରମସୁନ୍ଦର ପୁରୁଷ — ସୁନ୍ଦର ବପୁଷ୍ମାନ୍ ପୁରୁଷ;4ହାତ ଉଚ୍ଚ ପରମସୁନ୍ଦର ପୁରୁଷ— A tall man with proportionate limbs