ନ୍ୟଗ୍ରୋଧପରିମଣ୍ଡଳା Nyagrodhaparimaṇḍaḻa
- ସଂ. ବି. ସ୍ତ୍ରୀ — ବିଶାଳନିତମ୍ବା, କ୍ଷୀଣମଧ୍ୟା, କଠିନ— କୁଚା ସୁନ୍ଦରୀ ଅଙ୍ଗନା — A fair woman with symmetrical and graceful limbs, firm breasts and lean waist
- ସଂ. ବି. ସ୍ତ୍ରୀ — [ଦ୍ର—ଏପରି ସ୍ତ୍ରୀର ଶରୀରର ସ୍ପର୍ଶ ଗ୍ରୀଷ୍ମକାଳରେ ଶୀତଳ ଓ ଶୀତକାଳରେ ଉଷ୍ଣ ବୋଧହୁଏ।]