ନିୟମିତ Niyamita

  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ବ୍ୟବସ୍ଥାପିତ — Prescribed
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ଧରା ବନ୍ଧା; ନିୟମ ବଦ୍ଧ; ନିର୍ଦ୍ଦିଷ୍ଟ — Regulated; regular
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ବଦ୍ଧ — Bound
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ସଂଯତ — Controlled; checked
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ନିବାରିତ — Restrained
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ଦମିତ; ଶାସିତ — Governed
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ନିରୂପିତ; ଅବଧାରିତ — Settled; fixed on; appointed
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ଚୁକ୍ତି କରାଯାଇଥିବା — Stipulated; agreed upon
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ଅଙ୍ଗୀକାର ଦ୍ୱାରା ଚିହ୍ନିତ — Covenated
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ପଚାଚାଳିତ — Guided; conducted
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ଭାଗ୍ୟକ୍ରମେ ଅଭିପ୍ରେତ — 12. Destined to be (M.W.)
  • ସଂ. ବିଣ. (ନି+ ଯମ୍ ଧାତୁ+ କର୍ମ. ତ) — ଆକୃଷ୍ଟ — Attracted