ନିୟମୋପମା Niyamopamā

  • ସଂ. ବି — ଉପମାଳଙ୍କାରବିଶେଷ; ଯେଉଁ ଉପମାଳଙ୍କାରରେ ଶଂସିତ ବସ୍ତୁକୁ କେବଳ ଅନ୍ୟ ଗୋଟିଏ ମାତ୍ର ବସ୍ତୁ ସଙ୍ଗେ ତୁଳନା କରାଯାଏ — A simile which expressly states that some thing can be compared only with some thing else. (M.W.)