ନିୟମାନୁଯାୟୀ NIyamānuj̄āyī

  • ସଂ. ବିଣ. (ନିୟମ+ ଅନୁ+ ଯା+ କର୍ତ୍ତୃ. ଇନ୍) — ନିୟମାନୁସାରେ କୃତ, ଅନୁଷ୍ଠିତ ବା ସଂପାଦିତ — Done according to fixed rules
  • ସଂ. ବିଣ. (ନିୟମ+ ଅନୁ+ ଯା+ କର୍ତ୍ତୃ. ଇନ୍) — ଯେ ନିୟମାନୁସାରେ ଚଳେ — Following fixed rules