ନିୟମବଦ୍ଧ, ନିୟମାବଦ୍ଧ Niyama(mā)badha

  • ସଂ. ବିଣ (ତୃତୀୟା ତତ୍; ନିୟମ+ଆବଦ୍ଧ) — ବିଧିବଦ୍ଧ — Regulated
  • ସଂ. ବିଣ (ତୃତୀୟା ତତ୍; ନିୟମ+ଆବଦ୍ଧ) — ନିୟମିତ — Regular
  • ସଂ. ବିଣ (ତୃତୀୟା ତତ୍; ନିୟମ+ଆବଦ୍ଧ) — ବିଧିଦ୍ୱାରା ପରିଚାଳିତ — Guided or controlled by rules