ନିୟମିବା Niyamibā

  • ଦେ. କ୍ରି. (ସଂ. ନିୟମ) — ଦୃଢ଼ ସଂକଳ୍ପ କରିବା — To make a firm resolve
  • ଦେ. କ୍ରି. (ସଂ. ନିୟମ) — ଆଶ୍ରେ କଲା ଜନକୁ ନିୟମି କଷ୍ଟୁଁ ତାରି—ପ୍ରାଚୀ ଶିବଶ୍ୱରୋଦୟ।