ନିଶାତ Niṡāta
- ସଂ. ବି. (ନି=ବିଶେଷ ରୂପେ+ଶୋ ଧାତୁ=ତୀକ୍ଷ୍ଣ କରିବା+ କର୍ମ. ତ) — ଶାଣିତ; ଦାଢ଼ୁଆ — Sharp; keen edged
- ସଂ. ବି. (ନି=ବିଶେଷ ରୂପେ+ଶୋ ଧାତୁ=ତୀକ୍ଷ୍ଣ କରିବା+ କର୍ମ. ତ) — ଶାଣ ଦିଆଯାଇ ଥିବା; ପଜା ହୋଇଥିବା — Sharpened; whetted
- ସଂ. ବି. (ନି=ବିଶେଷ ରୂପେ+ଶୋ ଧାତୁ=ତୀକ୍ଷ୍ଣ କରିବା+ କର୍ମ. ତ) — ଉଜ୍ଜ୍ୱଳ — Bright