ନିଶାତ୍ୟୟ Niṡātyaya

  • ସଂ. ବି. ( 6 ଷ୍ଠୀ ତତ୍; ନିଶା+ଅତ୍ୟୟ=ଅବସାନ) — ଶେଷ ରାତ୍ରି — The small hours of the night
  • ସଂ. ବି. ( 6 ଷ୍ଠୀ ତତ୍; ନିଶା+ଅତ୍ୟୟ=ଅବସାନ) — କାଳିଅନ୍ଧାରୀ; ବଡ଼ିଭୋର୍ — Daybreak
  • ସଂ. ବି. ( 6 ଷ୍ଠୀ ତତ୍; ନିଶା+ଅତ୍ୟୟ=ଅବସାନ) — ଉଷା — Morning; twilight