ନିଶାଣଦାର Niṡāṇadāra

  • ବୈଦେ. ବି. (କଚିରିଆ) (ଆ. ନିଶାନାଦାର୍) — ଯେଉଁ ବ୍ୟକ୍ତି କୌଣସିପକ୍ଷ ବା ବସ୍ତୁକୁ ହାକିମ ଆଦିଙ୍କ ନିକଟରେ ଚିହ୍ନାଇ ଦିଏ — Identifier; person pointing out or identifying a thing or a party before a public servant