ନିଶାତଳ Niṡātaḻa

  • ପ୍ରାଦେ. (ପୁରୀ) ବି — ପୁରୀ ବଡ଼ ଦେଉଳର ପଶ୍ଚିମକୁ ଲାଗି— ଥିବା ନିଶା ଦେଉଳର ତଳ; ପୁରୀ ବଡ଼ଦେଉଳର ପଶ୍ଚିମ ପଟରେ ଥିବା ଗଣେଶ ମୂର୍ତ୍ତିଙ୍କ ସମୁଖସ୍ଥ ଖୋଲା ଯାଗା — The open space in front of the idol Gaṇeṡa on the back of the Jagannath temple at Puri