ନିଶାଣ, ନିଶାଣି Niṡāṇa(ṇi)

  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ଧ୍ୱଜ; ପତାକା — Ensign; flag; standard
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — (ଫା. ନିଶାନା) ବନ୍ଧୁକ ଓ ତୀରଆଦିର ଲକ୍ଷ୍ୟ ବସ୍ତୁ ବା ଚିହ୍ନ — Target
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ନିଦର୍ଶନ; ଶଙ୍କୁ; ଚିହ୍ନ — Mark; sign
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ଦସ୍ତଖତ କରି ନ ଜାଣିବା ବ୍ୟକ୍ତିର ସନ୍ତକ — A mark made by an illiterate person on a document
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ଆନଦ୍ଧ ବାଦ୍ୟବିଶେଷ; ଗୋଟିଏ ଲୁହାର ବଡ଼ ହାଣ୍ଡି ଉପରେ ଚମଡ଼ା ଛିଆଣି କରାଯାଇଥିବା ଏକପ୍ରକାର ଢୋଲ — A kind of drum
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ବଜ୍ରପାତ ଘୋଷ ନିଶାଣ ଭବେ ନିଷାଦ ବଳି ଜାତ ସ୍ୱଭାବେ। ଭଞ୍ଜ. ବୈଦେହୀଶବିଳାସ।
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — (କଚିରିଆ) ହାକିମଙ୍କ ନିକଟରେ କୌଣସି ବ୍ୟକ୍ତିକୁ ଚିହ୍ନଟ ଦେବା — Identifying a person before a public servant
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ସଙ୍କେତ; ସୂଚନା — A hint; indication
  • ବୈଦେ. ବି. (ଫା. ନିଶାନ୍=ଚିହ୍ନ ତୁଳ ସଂ. ନିଦର୍ଶନ) — ବାଦ୍ୟ; ବାଜା — Musical instrument