ନିର୍ବୀଜ Nirbīja

  • ସଂ. ବିଣ. (ବହୁବ୍ରୀହି; ନିର୍+ବୀଜ) — ବୀଜଶୁନ୍ୟ — Seedless
  • ସଂ. ବିଣ. (ବହୁବ୍ରୀହି; ନିର୍+ବୀଜ) — ପୁରୁଷତ୍ୱହୀନ — Impotent
  • ସଂ. ବିଣ. (ବହୁବ୍ରୀହି; ନିର୍+ବୀଜ) — କାରଣରହିତ — Causeless
  • ସଂ. ବି. — ଯୋଗର ସମାଧିବିଶେଷ — A kind of mental concentration in j̄oga
  • ସଂ. ବି. — [ଦ୍ର—ଏ ଅବସ୍ଥାରେ ମନୁଷ୍ୟର ସୁଖ ଦୁଃଖର ଅନୁଭୂତି ରହେ ନାହିଁ ଓ ମୋକ୍ଷଲାଭ ହୁଏ—ହି. ଶବ୍ଦସାଗର। ]