ନିର୍ବୁଦ୍ଧି Nirbuddhi

  • ସଂ. ବିଣ. (ବହୁବ୍ରୀହି; ନିର୍+ବୁଦ୍ଧି) — ବୁଦ୍ଧିହୀନ — Witless; foolish
  • ସଂ. ବିଣ. (ବହୁବ୍ରୀହି; ନିର୍+ବୁଦ୍ଧି) — ବୋକା; ଓଲୁ — Silly; stupid