ନିର୍ବୀର୍ୟ୍ୟ Nirbīrj̄ya

  • ସଂ. ବି. (ବହୁବ୍ରୀହି; ନିର୍+ବୀର୍ଯ୍ୟ) — ଦୁର୍ବଳ; ବଳହୀନ — Powerless
  • ସଂ. ବି. (ବହୁବ୍ରୀହି; ନିର୍+ବୀର୍ଯ୍ୟ) — ପୁରୁଷତ୍ୱହୀନ — Impotent
  • ସଂ. ବି. (ବହୁବ୍ରୀହି; ନିର୍+ବୀର୍ଯ୍ୟ) — କ୍ଷୀଣ — Feeble; weak
  • ସଂ. ବି. (ବହୁବ୍ରୀହି; ନିର୍+ବୀର୍ଯ୍ୟ) — ନିସ୍ତେଜ — Vigourless