ନିର୍ବିଷୟ Nirbishaya

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ବିଷୟ) — ଚକ୍ଷୁକର୍ଣାଦି ବହିରିନ୍ଦ୍ରିୟର ଅଗୋଚର — Imperceptible to the senses
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ବିଷୟ) — ବିଷୟବିମୂଖ; ବିଗତସ୍ପୃହ — Indifferent to worldly affairs