ନିର୍ବିଶେଷ Nirbiṡesha

  • ସଂ. ବିଣ. (ବହୁବ୍ରୀହି; ନିର୍+ବିଶେଷ) — ଅଭିନ୍ନ; ପ୍ରଭେଦରହିତ — Without any distinction being made; same
  • ସଂ. ବିଣ. (ବହୁବ୍ରୀହି; ନିର୍+ବିଶେଷ) — ଅବିଶେଷ — Indiscriminate
  • ସଂ. ବିଣ. (ବହୁବ୍ରୀହି; ନିର୍+ବିଶେଷ) — ସଦୃଶ — Similar