ନିରୁକତ Nirukata

  • ଗ୍ରା. (ପଦ୍ୟ) ବି. (ସଂ. ନିରୁକ୍ତ) — ନିରୁକ୍ତ (ଦେଖ) — Nirukta (See)
  • ଗ୍ରା. (ପଦ୍ୟ) ବି. (ସଂ. ନିରୁକ୍ତ) — ଶିକ୍ଷା କଳ୍ପ ବ୍ୟାକରଣ ଯେ ନିରୁକତ ଜ୍ୟୋତିଷ ଛନ୍ଦ ଷଡ଼ ଅଙ୍ଗରେ ଅଧୀତ। କୃଷ୍ଣସିଂହ. ମହାଭାରତ. ସଭା।