ନିରୁକ୍ତ Nirukta
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ସମ୍ୟକ୍ କଥିତ; ବ୍ୟାଖ୍ୟାତ — Explained; interpreted
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ବର୍ଣ୍ଣିତ — Defined; described
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ଚତୁର — Crafty
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — କୁଟିଳ — Wicked
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ଅବ୍ୟୂବହାର୍ଯ୍ୟ — Obsolete; uncommon
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ପୁରାତନ — Old
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ଉଚ୍ଚାରିତ — Uttered; pronounced
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ପ୍ରକାଶିତ — Expressed; declared
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — (ନିର୍+ଉକ୍ତ) ଅକଥିତ — Unspoken; unmentioned
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ଅପ୍ରକାଶିତ — Unpublished
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ଦୁର୍ବୋଧ୍ୟ — Abstruse; obstinate
- ସଂ. ବିଣ. (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ) — ମୀମାଂସିତ — Adjudged; decided; settled