ନିରୁଆଁ Niruāñ

  • ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ. ହି. ନିରା=ବିଶୁଦ୍ଧ) — ନିରୋଳା; ଅମିଶ୍ରିତ; ଖାଣ୍ଟି; ନିରୋତା — Unadulterated