ନିରୁକ୍ତି Nirukti

  • ସଂ. ବି. (ନିର୍+ଉକ୍ତି) — ନିରୁକ୍ତ; ବେଦାଙ୍ଗବିଶେଷ — A glossary of the Vedas
  • ସଂ. ବି. (ନିର୍+ଉକ୍ତି) — ନିଃଶେଷରେ କଥନ — Exposition; description
  • ସଂ. ବି. (ନିର୍+ଉକ୍ତି) — ପଦଭଞ୍ଜନ; ପଦର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ — Derivation of a word
  • ସଂ. ବି. (ନିର୍+ଉକ୍ତି) — ନିର୍ବାଚିତ — Election
  • ସଂ. ବି. (ନିର୍+ଉକ୍ତି) — ନିର୍ଣ୍ଣୟ; ମୀମାଂସା — Decision; determination of a question