ନିରୀହ Nirīha

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ନିଶ୍ଚେଷ୍ଟ; ନିଷ୍ପ୍ରଯତ୍ନ — Destiture of exertion; inactive
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ଗତିହୀନ — Motionless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ଯେ ଅନ୍ୟ ବିଷୟରେ ହସ୍ତକ୍ଷେପ କରେ ନାହିଁ; ଯେ ଅନଧିକାର ଚର୍ଚ୍ଚା କରେ ନାହିଁ — One who does not pry into others affairs
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ନିର୍ବିରୋଧ; ଯେ ଅନ୍ୟର ହିଂସା କରେ ନାହିଁ — Harmlelss
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ଧୀର; ଶିଷ୍ଟ; ଶାନ୍ତ; ସ୍ଥିର — Quiet; still; peaceful
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ନିସ୍ପୃହ; ଉଦାସୀନ — Disinterested; indifferent
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ନିର୍ମଳ — Fine; clear
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ଶାନ୍ତିପ୍ରିୟ— (ହି. ଶ) — Loving peace
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର) — ତଟସ୍ଥ (ହି. ଶ) — Neutral
  • ବି. — ବିଷ୍ଣୁ — Bishṇu
  • ବି. — ପରମାତ୍ମା — The supreme soul