ନିରବଧି Nirabadhi
- ସଂ. ବିଣ. (ବହୁବ୍ରୀହି; ନିର=ନାହିଁ+ଅବଧି=ସୀମା) — ଅନନ୍ତ; ଅସୀମ — Uulimited; without bounds; unbounded; endless
- ସଂ. ବିଣ. (ବହୁବ୍ରୀହି; ନିର=ନାହିଁ+ଅବଧି=ସୀମା) — ନିରବଚ୍ଛିନ୍ନ — Uninterrupted; continuous
- କ୍ରି. ବିଣ — ନିରନ୍ତର; ସର୍ବଦା — Incessantly
- କ୍ରି. ବିଣ — କ୍ଷତ୍ରିୟମାନଙ୍କ ଅଟେତ ବ୍ରତ ବିଧି, ବୋଲି କରି ବୁଧେ କହନ୍ତି ନିରବଧି। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।
- କ୍ରି. ବିଣ — ସର୍ବଦା; ସର୍ବକ୍ଷଣ — Continually; always
- କ୍ରି. ବିଣ — ସର୍ବେ ଧର୍ମରେତ ରହିଲେ ନିରବଧ—କୃଷ୍ଣସିଂହ. ମହାଭାରତ. ସଭା।